De Aller-Bedste Bøger - over 12 mio. danske og engelske bøger
Levering: 1 - 2 hverdage

Bøger udgivet af WILD STRAWBERRY PROD

Filter
Filter
Sorter efterSorter Populære
  • af Mokradi _
    138,95 kr.

  • af Anadi Charana Sahu
    128,95 kr.

    ଅନାଦି ଚରଣ ସାହୁଙ୍କର ଜନ୍ମ ଯାଜପୁରର ବାହାଦୁରନଗର ଗ୍ରାମରେ । ପିଲାଟି ଦିନରୁ ସାହିତ୍ୟ ପ୍ରତି ଶ୍ରଦ୍ଧା ଏବଂ ଆସକ୍ତି ହେତୁ ଅତି କମ୍ ବୟସରେ କେନ୍ଦ୍ରାପଡ଼ା ବିଶ୍ୱବିଦ୍ୟାଳୟର ଛାତ୍ର ଥିବା ବେଳେ ଲେଖିଥିଲେ ଅନେକ କାବ୍ୟ, କବିତା ଯଥା ପଲ୍ଲୀ ସାଙ୍କେତିକା, ଭକ୍ତି ଅଞ୍ଜଳି, ଗୋବରୀ, ଶୋକ ଝର୍ଝର, ଗୌରବ, କବିତାକଢ଼ି ଏବଂ ଭାନୁମତୀ ଇତ୍ୟାଦି । କୁରୁ ବଂଶର ସମ୍ରାଟ ଦୁର୍ଯ୍ୟୋଧନଙ୍କ ପତ୍ନୀ, ଭୁମନୁ ପୁତ୍ରୀ ଭାନୁମତୀ ଏକ ଅନନ୍ୟ ପୁଣ୍ୟବତୀ ଚରିତ୍ର । ତାଙ୍କରି ଉପରେ କିମ୍ବଦନ୍ତୀ ଆଧାରିତ ଏହି କାବ୍ୟ "ଭାନୁମତୀ" । ସରଳ ସାବଲୀଳ ଭାବ ଭାଷାରେ ଲିଖିତ ଏହି ଛୋଟ କାବ୍ୟଟି ପାଠକ ମାନଙ୍କ ମନକୁ ଛୁଇଁବ ବୋଲି ଆଶା ।

  • af Alberto Moravia
    283,95 kr.

    Alberto Moravia was a major figure in the 20th Century Italian Literature. His novels written on modern sexuality, social self-intimacy, alienation, and existentialism had become the message of neo-realism in European literature. This legendary legend of his lifetime was proposed thirteen times for the Nobel Prize between 1949 and 1965. His novel La Noia is the story of a painter unable to find meaning either in love or work. Written in 1960, this novel was made into a movie by Damiano Damiani in 1963. Next year the movie was released in the USA in the name of "The Empty Canvas" and made Moravia world famous. The appeal of the writing was so intense that in 1998 Cedric Kahn again made it into a movie titled "L ' Ennui". This book Shunya Chitrapata is an Odia translation of the book "The Empty Canvas."ଇତାଲୀୟ ସାହିତ୍ୟିକ ଆଲବର୍ଟୋ ମୋରାଭିଆଙ୍କ ରଚିତ La Noia ( Boredom) ପୁସ୍ତକ ବିଶ୍ଵ ସାହିତ୍ୟରେ ଏକ କ୍ଲାସିକ ମାନ୍ୟତା ପ୍ରାପ୍ତ ଉପନ୍ୟାସ । ଆଧୁନିକ ଯୌନତା, ସାମାଜିକ ଆତ୍ମନ୍ତରଣ ଏବଂ ଅସ୍ତିତ୍ଵବାଦୀ ଉଦ୍ଭଟତାକୁ ନେଇ ଲିଖିତ ତାଙ୍କର ଉପନ୍ୟାସ ଗୁଡିକ ୟୁରୋପୀୟ ସାହିତ୍ୟରେ ନବ୍ୟ-ବାସ୍ତବବାଦ ଏବଂ ଅସ୍ତିତ୍ଵବାଦର ବାର୍ତ୍ତାବହ ହେଇ ଆସିଥିଲା । ନିଜ ଜୀବନ କାଳରେ କିମ୍ବଦନ୍ତୀରେ ପରିଣତ ହୋଇଥିବା ଏହି ଔପନ୍ୟାସିକ ନୋବେଲ ପୁରସ୍କାର ପାଇଁ ତେରଥର ପ୍ରସ୍ତାବିତ ହୋଇଥିଲେ । ୧୯୬୩ ମସିହାରେ ତାଙ୍କର ଏହି 'ଲା ନୋଇଆ' ଉପନ୍ୟାସ ଡାମିଆନୋ ଡାମିଆନିଙ୍କ ଦ୍ବାରା ଚଳଚ୍ଚିତ୍ରରେ ପରିବେଶିତ ହୋଇଥିଲା ଏବଂ ୧୯୬୪ ମସିହାରେ ତାହା The Empty Canvas ନାମରେ ଆମେରିକାରେ ମୁକ୍ତିଲାଭ କରି ମୋରାଭିଆଙ୍କୁ ବିଶ୍ଵପ୍ରସିଦ୍ଧି ଆଣିଦେଲା । ଏ ଲେଖାର ଆବେଦନ ଏଭଳି ତୀବ୍ର ଥିଲା ଯେ ୧୯୯୮ ମସିହାରେ ସେଡ୍ରିକ କାହ୍ନ ଏହାକୁ ପୁନର୍ବାର "L' Ennui" ନାମକ ଏକ ଚଳଚ୍ଚିତ୍ରରେ ରୂପାନ୍ତରିତ କରିଥିଲେ । 'ଶୂନ୍ୟ ଚିତ୍ରପଟ' ଉପନ୍ୟାସଟି 'The Empty Canvas'ର ଓଡ଼ିଆ ଭାଷାନ୍ତର ।

  • af Harekrushna Satapathi
    198,95 kr.

    ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଶ୍ରୀକ୍ଷେତ୍ର ଧାମ ସମ୍ବନ୍ଧେ ସ୍କନ୍ଦ ପୁରାଣ ବୈଷ୍ଣବଖଣ୍ଡ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ (ଉକ୍ରଳ ଖଣ୍ଡ)ରେ ବିସ୍ତାର ଭାବରେ ବର୍ଣ୍ଣିତ ହୋଇଅଛି । ମହର୍ଷି ବେଦବ୍ୟାସଙ୍କ ରଚିତ ଅଷ୍ଟାଦଶ ପୁରାଣ ସମୂହ ମଧ୍ୟରେ ସ୍କନ୍ଦ ପୁରାଣ ହେଉଛି ସବୁଠାରୁ ବିଶାଳକାୟ ପୁରାଣ; ଯେଉଁଥିରେ କି ଭାରତବର୍ଷର ପବିତ୍ର ଓ ପ୍ରାଚୀନ ତୀର୍ଥସ୍ଥଳମାନଙ୍କର ମହିମା ବର୍ଣ୍ଣନା କରାଯାଇଅଛି । ସଂସ୍କୃତ ଭାଷାରେ ବିରଚିତ ୩୮୬୩ ଶ୍ଳୋକ ସମାହିତ ଏହି ମୂଳ ପୁରାଣର ଗଦ୍ୟରୂପ ରଚନା କରିଛନ୍ତି ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପ୍ରଫେସର ହରେକୃଷ୍ଣ ଶତପଥୀ I ଆଶା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ଉପରେ ରଚିତ ପ୍ରାଚୀନ ସ୍କନ୍ଦ ପୁରାଣର ସଂକ୍ଷିପ୍ତ ସାର (ଗଦ୍ୟରୂପ), ଓଡ଼ିଶାର ସବୁ ଶ୍ରେଣୀର ପାଠକ ପାଠିକା ମାନଙ୍କର ଶ୍ରଦ୍ଧା ଲାଭ କରିବ ।

  • af Stephen K. Levine
    548,95 kr.

    Encountering the OtherAs I am writing, the war in Ukraine rages on. We don't know what will happen next, whether there will be some sort of cease-fire (I won't say"peace") or an escalation with even more horrendous results. Whatever happens, I am still left with the question that the theme of this journal poses: What does it mean to encounter the other? In Ukraine, it means murder, violence without limit. Nor of course is this an isolated incident. Human history is marked by war and genocide. It sometimes seems as if our primary mode of encountering others is to kill them.Of course, I'm not referring to us. We are the peaceful ones. We wouldn't hurt a fly. Are we in fact implicated? Are we part of a violent murderous species? Are we somehow responsible? I know that I have had murderous impulses towards others, as well as loving ones. What a paradoxical creature the human being is! At once generous and self-sacrificing, and at the same time violent and murderous. Usually we divide them up: we love our own and hate the others. And yet we also are violent towards our own people, towards our neighbors, our families, towards ourselves even. And our love can extend beyond ourselves to those who are most different from ourselves.I cannot solve the riddle of humanity. What I can do is ask, what is the nature of our work together? Is therapy non-violent? Is art? And what about the fundamental concept of expressive arts, poiesis? Does our work in all its dimensions (therapeutic, social change-oriented, ecological) base itself on non-violence? And if so, how can we find our way when we acknowledge our own murderous impulses and those of our species?